ଦୁର୍ନୀତି ସଂକ୍ରାନ୍ତରେ ଜେରା କରୁଛି ‘ସିବିଆଇ’ : ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ

ପାଟନା: ଆଜି ‘ସିବିଆଇ’ ଅଧିକାରୀମାନେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ କରିଥିଲେ। ଏଥିସହିତ ତାଙ୍କୁ ‘ଜମି ବଦଳରେ ଚାକିରି’ ଦୁର୍ନୀତି ସଂକ୍ରାନ୍ତରେ ୪ ଘଣ୍ଟା ଧରି ଜେରା ବି କରିଥିଲେ। ଏହି ମାମଲାରେ ସ୍ୱାମୀ ତଥା ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ରାବ୍‌ଡ଼ୀ ଦେବୀ ଅନ୍ୟତମ। ସୂଚନା ଅନୁସାରେ, ସିବିଆଇର ୧୨ଜଣ ସଦସ୍ୟ ଥିବା ଟିମ … Continue reading ଦୁର୍ନୀତି ସଂକ୍ରାନ୍ତରେ ଜେରା କରୁଛି ‘ସିବିଆଇ’ : ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ